ମହାରାଷ୍ଟ୍ରରେ ସପ୍ତାହନ୍ତ ଲକଡାଉନ
ମୁମ୍ବାଇ : କରୋନା କବଳରେ ପୁରା ମହାରାଷ୍ଟ୍ର ଥିବାବେଳେ ଶେଷ ବାଧ୍ୟ ହୋଇ ସପ୍ତାହନ୍ତ ପାଇଁ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଂକ୍ରମଣକୁ କାବୁ କରିବା ପାଇଁ ଶନିବାର ଓ ରବିବାର ଦିନ ସାରା ରାଜ୍ୟ ଲକଡାଉନ ହୋଇ ରହିବ ବୋଲି!-->…
