Odia News Portal
Browsing Tag

new zealand vs india match

ଆସନ୍ତାକାଲି ସିରିଜ୍ର ନିର୍ଣ୍ଣାୟକ ଲଢ଼େଇ

ନ୍ୟୁଜିଲ୍ୟାଣ୍ଡ ମାଟିରେ ପ୍ରଥମଥର ପାଇଁ ଟି-୨୦ ମ୍ୟାଚ୍ ଜିତି ଇତିହାସ ରଚିଥିବା ଟିମ୍ ଇଣ୍ଡିଆ ଆସନ୍ତାକାଲି ସିରିଜ୍ର ନିର୍ଣ୍ଣାୟକ ଲଢ଼େଇ ପାଇଁ ହ୍ୟାମିଲଟନ୍ର ସେଡନ୍ ପାର୍କ ମଇଦାନକୁ ଓହ୍ଲାଇବ। ଆସନ୍ତାକାଲି ଆତ୍ମବିଶ୍ୱାସଭରା ରୋହିତ ସେନା ନ୍ୟୁଜିଲ୍ୟାଣ୍ଡକୁ ତା’ରି ମାଟିରେ ପରାସ୍ତ କରି…

ଶେଷ ଦିନିକିଆରେ ପରାଜୟ ସତ୍ୱେ ସିରିଜ ଜିତିଲା ମହିଳା ଦଳ

ନ୍ୟୁଜିଲ୍ୟାଣ୍ଡ ପୁରୁଷଙ୍କ ଭଳି ମହିଳା ଟିମ୍ ମଧ୍ୟ ଭାରତ ବିପକ୍ଷ ଦିନିକିଆ ସିରିଜ୍ ହାରିବା ପରେ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡ ପୁରୁଷ ଟିମ୍ ହ୍ୟାମିଲଟନ୍ରେ ଭାରତୀୟ ପୁରୁଷ ଦଳକୁ ୪ର୍ଥ ଦିନିକିଆରେ ୮ ୱିକେଟ୍ରେ ପରାସ୍ତ କରିଥିଲା। ଆଜି ସେଇ ହ୍ୟାମିଲଟନ୍ରେ ଭାରତୀୟ…