ଖବର ଅଥବା NEWSର ଫୁଲ୍ ଫର୍ମ ଜାଣନ୍ତୁ …
ସ୍ୱାଧିକାର ନ୍ୟୁଜ() ଦୈନନ୍ଦିନ ଜୀବନରେ ଆମେ ଅନେକ ଶଦ୍ଧ ବ୍ୟବହାର କରୁ । ହେଲେ ଏମିତି କିଛି ଶଦ୍ଧ ଅଛି ଯାହା ଆମେ ପ୍ରତ୍ୟକ ଦିନ ବ୍ୟବହାର କରୁ ହେଲା ଏହାର ଫୁଲ ଫର୍ମ ଆମେ ଜାଣିନଥାଉ । ଏମିତି ଏକ ଶଦ୍ଧ ହେଲା ଖବର ଅଥବା ନ୍ୟୁଜ(NEWS) । ୯୯ ପ୍ରତିଶତ ଲୋକଙ୍କୁ ଜଣା ନଥିବ NEWSର ଫୁଲ୍ ଫର୍ମ…