Odia News Portal
Browsing Tag

next Congress president

ପ୍ରିୟଙ୍କାଙ୍କ ହାତକୁ ଆସିବ କ୍ଷମତା

ନୂଆଦିଲ୍ଲୀ() ନିର୍ବାଚନର ଦୁଇମାସ ପରେ କଂଗ୍ରେସର ନୂଆ ଅଧ୍ୟକ୍ଷ ଖୋଜିବା କାମ ଏବେ ଧିମେଇ ଯାଇଛି । କାରଣ ଅନେକ କଂଗ୍ରେସ ନେତା ଦଳର କ୍ଷମତାଡୋରି ଗାନ୍ଧୀ ପରିବାର ବାହାରେ କୌଣସି ନେତାଙ୍କୁ ଦେବାପାଇଁ ରାଜି ନଥିବାରୁ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ହାତରେ ଏହା ଅର୍ପଣ କରିବା ପାଇଁ…