ଦିଲ୍ଲୀକୁ ୨୫କୋଟି ଜରିମାନା
ପ୍ରଦୂଷଣ ରୋକିବା ଦିଗରେ ସରକାର ବଳିଷ୍ଠ ପଦକ୍ଷେପ ଗ୍ରହଣ କରିନଥିବାରୁ ଆଜି ଏନଜିଟି ଦିଲ୍ଲୀ ସରକାରଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଉପରେ ରୋକ ଲଗାଇବାରେ ଅସଫଳ ହେବା ପରେ ଜାତୀୟ ହରିତ୍ ନ୍ୟାୟାଧିକରଣ ଦିଲ୍ଲୀ ସରକାର ଉପରେ ୨୫…