ଘୁଂଚିଲା ନିର୍ଭୟା ମାମଲାର ଶୁଣାଣି
ନୂଆଦିଲ୍ଲୀ() ପୁଣି ଘୁଂଚିଲା ନିର୍ଭୟା ମାମଲାର ଶୁଣାଣି । ଆସନ୍ତା ୧୧ତାରିଖକୁ ଘୁଞ୍ଚିଲା ସୁପ୍ରିମକୋର୍ଟର ଶୁଣାଣି । ନିର୍ଭୟା ଦୋଷୀମାନଙ୍କ ଡେଥ୍ ୱାରେଣ୍ଟ ଉପରେ ରହିତାଦେଶ ଏବଂ ସେମାନଙ୍କୁ ଏକାସଙ୍ଗରେ ଫାଶୀ ଦେବା ମାମଲା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିଲା…