ପ୍ରିୟଙ୍କାଙ୍କୁ ୪୭ କୋଟିର ଗିପ୍ଟ
ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନ୍ସ ବହୁତ ଶୀଘ୍ର ପତି ପତ୍ନୀ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ମଧ୍ୟରେ ସେମାନେ ନିଜର ନୂତନ ଜୀବନର ଭବିଷ୍ୟତ ଯୋଜନାରେ ଲାଗି ପଡିଛନ୍ତି । ସୂଚନା ମୁତାବକ ନିକ ପ୍ରିୟଙ୍କାଙ୍କ ପାଇଁ ଲସ୍ ଆଞ୍ଜେଲସରେ ଘର କିଣି ସାରିଲେଣି । ଏହି ଆକର୍ଷଣୀୟ ଘରର ଫଟୋ…