ବିବାହ ବନ୍ଧନରେ ଆବଦ୍ଧ ହେଲେ ନିହାର-ନୀତି
ବିବାହ ବନ୍ଧନରେ ଆବଦ୍ଧ ହେଲେ ସିଙ୍ଗର ନୀତି ମୋହନ ଏବଂ ଅଭିନେତା ନିହାର ପାଣ୍ଡ୍ୟା। ହାଇଦ୍ରାବାଦ୍ର ତାଜ୍ଫାଲୁକ୍ନମା ହୋଟେଲ୍ରେ ବିବାହ ଅନୁଷ୍ଠିତ ହୋଇଯାଇଛି। ଉଭୟ ଭାଲେନ୍ଟାଇନ୍ ଡେ’ ଦିନ ବିବାହ କରିଥିବା ବେଳେ ନୀତିଙ୍କ ବାପାଙ୍କ ଦେହ ଖରାପ ପାଇଁ ରିସେପ୍ସନ୍ ପାର୍ଟି ବନ୍ଦ ରହିଛି।
ଗତ…