ଆଜି ନିଳାଦ୍ରୀ ବିଜେ ନୀତି
ପୁରୀ() ଆଜି ଶ୍ରୀଜୀଉଙ୍କ ନିଳାଦ୍ରୀ ବିଜେ। ରଥଯାତ୍ରାରେ ଥିବା ଚତୁର୍ଦ୍ଦାଗ୍ରହ ଆଜି ପ୍ରତ୍ୟାବର୍ତ୍ତନ କରିବେ ଶ୍ରୀମନ୍ଦିରକୁ। ଏହି ଅବସରରେ ଆଜି ସଂନ୍ଧ୍ୟାଧୂପ ଶେଷ ହୋଇଥିବା ବେଳେ ରଥରେ ଚାରମାଳ ବନ୍ଧାଯିବା ପରେ ସିଂହାସନ ମାଜଣା କରାଯିବ। ଏହାପରେ ଚତୁର୍ଦ୍ଧାବିଗ୍ରହଙ୍କ ଆରମ୍ଭ ହେବ ଭବ୍ୟ…