Odia News Portal
Browsing Tag

niladri bije

ରସଗୋଲା ଦିବସ ଓ ନିଳାଦ୍ରୀବିଜେ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ହେଉଛି ଘୋଷଯାତ୍ରାର ଅନ୍ତିମ ପର୍ବ । ୧୨ଦିନର ନିଳା ଖେଳା ସାରିବା ପରେ ଆଜି ଶ୍ରୀମନ୍ଦିରକୁ ଯିବେ କାଳିଆ ସାଆନ୍ତ । ତେବେ ମହାଲକ୍ଷ୍ମୀଙ୍କ ରୋଷ ଭଞ୍ଜନ କରିବା ଲାଗି ସାଥିରେ ରସଗୋଲା ନେଇ ଯାଇଥାନ୍ତି ମହାପ୍ରଭୁ । ଏଣୁ ଏହି ଦିନକୁ ରସଗୋଲା ଦିବସ ରୂପେ ପାଳନ କରାଯାଏ ।…

ଆଜି ମହାପ୍ର୍ରଭୁଙ୍କ ନିଳାଦ୍ରୀବିଜେ

ପୁରୀ: ସରିଲା ୧୨ ଦିନର ନିଳା ଖେଳା । ରଥ ଉପରେ ରହି ଭକ୍ତଙ୍କୁ ଦର୍ଶନ ଦେଲେ ମହାବାହୁ । ଆଜି ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ । ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ପୁଣି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। …