ଏଣିକି ସବୁ ଭିକାରୀଙ୍କୁ କରାଯିବ ଥଇଥାନ
ପୁରୀ() ଏଣିକି ସବୁ ଭିକାରୀଙ୍କୁ କରାଯିବ ଥଇଥାନ । ପୁରୀ ସହର ହେବ ଭିକରୀମୁକ୍ତ । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ଆରମ୍ଭ କରୁଛି ‘ନୀଳାଦ୍ରି ନୀଳୟ’ ଯୋଜନା । ଏହି ଉପଲକ୍ଷେ ସଂସ୍କୃତି ଭବନଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
