ଆଂଚଳିକ ଦଳ ଉପରେ ନିର୍ଭରଶୀଳ ବିଜେପି: ପିସିସି ସଭାପତି
ବାତ୍ୟା ସ୍ଥିତିର ମୁକାବିଲା ନେଇ ନବୀନଙ୍କୁ ମୋଦିଙ୍କ ପ୍ରଶଂସା । ନିର୍ବାଚନ ବେଳେ ପରସ୍ପର ବିରୋଧରେ ବିଷୋଦଗାର କରୁଥିବା ନବୀନ ଏବଂ ମୋଦିଙ୍କ ଏହି ଭାବଗତ ଆଦାନ ପ୍ରଦାନକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ପିସିସି ସଭାପତି । ସେ କହିଛନ୍ତି ଆଂଚଳିକ ଦଳକୁ ଆଖେଇଛି ବିଜେପି ।
କଂଗ୍ରେସ ପ୍ରଶ୍ନ…