ପୁଣି ଅଡୁଆରେ ପଡିଲେ ନିରବ ମୋଦି
ବ୍ୟାଙ୍କ ଋଣ ଖିଲାପକାରୀ ନିରବ ମୋଦିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ଜବରଦସ୍ତ ଝଟ୍କା ଦେଇଛି। ହଂକଂରେ ଥିବା ତାଙ୍କର ପାଖାପାଖି ୨୫୫ କୋଟି ଟଙ୍କାର ସମ୍ପତ୍ତିକୁ ଆଜି ଇଡି ଆଟାଚ୍ କରିଛି।
ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଘଟିଥିବା ପାଖାପାଖି ୧୪ ହଜାର କୋଟି ଟଙ୍କା ଠକେଇ ମାମଲାରେ…