ଭାରତ ଫେରିବେ ନିରବ୍ ମୋଦି
ବହୁ ଦିନ ଧରି ଲୁଚକାଳି ଖେଳ ଏବଂ କଳ୍ପନାଜଳ୍ପନା ପରେ ଲଣ୍ଡନରେ ଗିରଫ ହୋଇ ଜେଲ୍ରେ ଥିବା କୁଖ୍ୟାତ ହୀରା ବ୍ୟବସାୟୀ ନିରବ୍ ମୋଦିଙ୍କୁ ଭାରତ ଆଣିବାକୁ ଆରମ୍ଭ ହୋଇଛି କସରତ୍। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ବିଭାଗ ମିଳିତ ଭାବରେ…