ନିର୍ଭୟା ଦୋଷୀଙ୍କ ପାଇଁ କାହିଁକି କେସ ଲଢୁଛନ୍ତି ଏ.ପି.ସିଂହ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ() ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା। ସରକାର ବାଧ୍ୟ ହୋଇଥିଲେ ଏଭଳି ଅପରାଧ ନିମନ୍ତେ ଥିବା ଆଇନର ସଂଶୋଧନ ଲାଗି।
ସର୍ବାଧିକ ମୃତ୍ୟୁଦଣ୍ଡର ବ୍ୟବସ୍ଥା ବି ହୋଇଥିଲା ନ୍ୟାୟ ବ୍ୟବସ୍ଥାରେ। ହେଲେ ଏବେ ସେହି ଆଇନ କୁ ନେଇ ଦୋଷୀଙ୍କୁ ବାରମ୍ବାର…