ରାଜ୍ୟ କମାଇପାରିବ ଜରିମାନା
ନୂଆଦିଲ୍ଲୀ () ଲୋକମାନଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ନିୟମ ଲାଗୁ କରିଛନ୍ତି । ଆଜି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି, ରାଜ୍ୟମାନେ ଚାହିଁଲେ ନୂଆମୋଟର ଯାନ ଆଇନରେ ଥିବା ଜରିମାନା ପରିମାଣକୁ କମାଇପାରିବେ ।
ଗଡକରୀ କହିଛନ୍ତି,…
