ନବୀନ ନମ୍ବର ୱାନ : ସୁର
ଭୁବନେଶ୍ୱର () ଦ୍ଵିତୀୟ ଥର ପାଇଁ ୨୦୨୩ରେ ଓଡ଼ିଶାରେ ହକି ବିଶ୍ୱକପର ଆୟୋଜନ ପାଇଁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ବିଧାୟକ । କଂଗ୍ରେସ ବିଧାୟକ ଦଳ ଆଜି ବିଧାନସଭାର ଅପରାହ୍ନ ଅଧିବେଶନରେ ଏକ ଧନ୍ୟବାଦ ଶଙ୍କଳ୍ପ ଆଗତ କରିଥିଲେ ।
ଶଙ୍କଳ୍ପ…
