ତିତଲି ତାଣ୍ଡବ ଓ ବନ୍ୟା ପାଇଁ ଜନ୍ମଦିନ ପାଳିଲେନି ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ । ହେଲେ ତିତଲି ବାତ୍ୟା ଓ ଏହା ପରେ ହୋଇଥିବା ବନ୍ୟାରେ ଗଂଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଜନ୍ମଦିନ ପାଳିବେନାହିଁ ନବୀନ । ପୂର୍ବରୁ ମଧ୍ୟ ଫାଇଲିନ୍ ଓ ହୁଡୁହୁଡୁ ବେଳେ ନବୀନ ପାଳି ନଥିଲେ ତାଙ୍କର ଜନ୍ମଦିନ…