ଏବେ ବିନା ମାସ୍କରେ ବୁଲିପାରିବେ ଆମେରିକାବାସୀ
ଆମେରିକା: ବିଶ୍ୱରେ କରୋନା ସଂକ୍ରମଣର ମାତ୍ରା ବୃଦ୍ଧି ପାଉଥିବା ସମୟରେ ଆମେରିକାବାସୀଙ୍କ ପାଇଁ ଖୁସି ଖବର ଆସିଛି । ଆମେରିକାରେ ୩ କୋଟିରୁ ୩୬ ଲକ୍ଷ ୧୫ ହଜାର କରୋନା ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ ଅନେକ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି । CDC ପକ୍ଷରୁ!-->…