ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ: ନବୀନ
ଭୁବନେଶ୍ୱର () ରାଜନୀତିରେ ହିଂସାର ସ୍ଥାନ ନାହିଁ । ଖୋର୍ଦ୍ଧାରେ ଗତକାଲି ହୋଇଥିବା ରାଜନୈତିକ ହତ୍ୟା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହା କହିଛନ୍ତି ।
ଗତକାଲି ରାତିରେ ଖୋର୍ଦ୍ଧା ବିଜେପି ନେତାଙ୍କୁ କିଛି ଦୁର୍ବୁତ୍ତ ଗୁଳି କରି…