Odia News Portal
Browsing Tag

no subsidy in parliament canteen

ଏଣିକି ସାଂସଦଙ୍କୁ ମିଳିବନି ସବସିଡି ଖାଦ୍ୟ

ନୂଆଦିଲ୍ଲୀ() ସଂସଦର କ୍ୟାଣ୍ଟିନ୍ରେ ସାଂସଦଙ୍କୁ ମିଳିବନି ସବସିଡି ଯୁକ୍ତ ଖାଦ୍ୟ। ସମସ୍ତ ସାଂସଦଙ୍କ ସହମତି ଆଧାରରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଆଜି ଘୋଷଣା କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ମାର୍କେଟ ଦର ଅନୁସାରେ ସାଂସଦମାନେ କ୍ୟାଣ୍ଟିନରେ ଖାଇଲେ ଟଙ୍କା ଦେବେ…