ମନ୍ଦିର ପ୍ରସାଦରେ ନୁଡୁଲ୍ସ
ଭାରତରେ ଅନେକ ମନ୍ଦିରରେ ଭିନ୍ନ ଭିନ୍ନ ପ୍ରସାଦ ଭୋଗ ଲାଗି ହୁଏ। ପଶ୍ଚିମବଙ୍ଗରେ ଏମତି ଏକ ମନ୍ଦିର ରହିଛି ଯେଉଁ ଠାରେ ପ୍ରସାଦ ଭାବରେ ନୁଡୁଲ୍ସ ଭୋଗ ହୁଏ। ଏହା ଦେଶର ଏକମାତ୍ର ଚାଇନିଜ୍ କାଳୀ ମନ୍ଦିର ଭାବେ ମଧ୍ୟ ଜଣାଶୁଣା। ଏହି ମନ୍ଦିରକୁ ହିନ୍ଦୁଙ୍କ ସହ ବହୁ ସଂଖ୍ୟାରେ ଚାଇନିଜ୍ ଏବଂ ବୌଦ୍ଧ…
