ନୂଆପଡ଼ା ବିଧାୟକ କରୋନା ସଂକ୍ରମିତ
ନୂଆପଡ଼ା: କରୋନାରେ ଆକ୍ରାନ୍ତ ହେଲେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢ଼ୋଲିକିଆ । କରୋନା ପଜିଟିଭ୍ ଚିହ୍ନଟ ହେବାପରେ ତାଙ୍କୁ ଚିକିତ୍ସା ପାଇଁ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି।
ବିଧାୟକ ଶ୍ରୀ ଢୋଲକିଆ ରବିବାର!-->!-->!-->…