‘ସୌନ୍ଦର୍ୟ୍ୟ ମୁହଁରେ ନୁହେଁ, ମନରେ ଥାଏ’: ସାଂସଦ
ନୂଆଦିଲ୍ଲୀ() ଚର୍ଚ୍ଚାରେ ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସ୍ରତ୍ ଜାହାନ ।ସୋଶାଲ ମିଡିଆରେ ନୁସ୍ରତ୍ ଫଟୋ କିମ୍ୱା ଭିଡିଓ ପୋଷ୍ଟ କରିବା ମାତ୍ରେ ହିଁ ତାହା ଭାଇରାଲ୍ ହୋଇଥାଏ। ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ବନାରସୀ ଶାଢ଼ି ପିନ୍ଧି…