ସାଂସଦଙ୍କ ଗ୍ରାଣ୍ଡ ରିସେପ୍ସନ୍
କୋଲକତା() ଅଭିନେତ୍ରୀ ତଥା ଲୋକସଭା ସାଂସଦ ନୁସରତ୍ ଜହାଁ ଗତମାସରେ ତୁର୍କୀରେ ନିଜ ପୁରୁଷବନ୍ଧୁ ନିଖିଲ୍ ଜୈନଙ୍କ ସହ ବିବାହ କରିଥିଲେ । ଗୁରୁବାର ରାତିରେ କୋଲକତାରେ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟିର ଆୟୋଜନ କରିଥିଲେ ନୁସରତ୍ । କୋଲକତାର ଆଇଟିସି ରୟାଲ୍ରେ ଏହି ପାର୍ଟିର ଆୟୋଜନ ହୋଇଥିଲା।…
