Odia News Portal
Browsing Tag

odia boy missing in uttrakhand

ଉତ୍ତରାଖଣ୍ଡରେ ଓଡ଼ିଆ ଯୁବକ ନିଖୋଜ

ଭଦ୍ରକ : ଦେବଭୂମି ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନରେ ଚାନ୍ଦବାଲି ବ୍ଲକରେ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାଯାଇଛି। ତେବେ ପ୍ରାପ୍ତ ଖବର ଅନୁଯାୟୀ ବାଂଶଡା ଥାନା ଯଶିପୁର ପଂଚାୟତ କୁଦକାନ୍ଥି ଗାଁର ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସ, ସେ ଉତ୍ତରାଖଣ୍ଡ ଠାରେ ଥିବା ଋଷିଗଙ୍ଗା ଶକ୍ତି