Odia News Portal
Browsing Tag

odia latest news

କରୋନା ଭୟର ହୃଦୟ ବିଦାରକ ଦୃଶ୍ୟ

- ଆମ୍ବୁଲାନ୍ସ ରେ ପ୍ରସୂତି କଲେ ଯମଜ ସନ୍ତାନ - କୋଭିଡ ଟେଷ୍ଟ ହୋଇନି ବୋଲି ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ମାନେ ଛୁଇଁଲେନି - ହସ୍ପିଟାଲ ବାହାରେ ଆମ୍ବୁଲାନ୍ସରେ ଦୁଈ ଘଣ୍ଟା ପଡିରହିଲେ

ରାଜ୍ୟରେ ୨୪ ଘଣ୍ଟାରେ ୧୧୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୦୭୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଖଣ୍ଡଗିରି ଯାତ୍ରା ପାଇଁ ଚାଲିଛି ଜାଗା ଖୋଜା

ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରା ପାଇଁ ଚାଲିଛି ଜାଗା ଖୋଜା | ଖଣ୍ଡଗିରି ଯାତ୍ରାର ଆୟୋଜନକୁ ନେଇବିଏମସି କମିସନର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ପୂର୍ବସ୍ଥାନରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଛି । ତା’ଛଡ଼ା ଖଣ୍ଡଗିରି ଯାତ୍ରାକୁ ଦୈନିକ ୫୦ହଜାରରୁ ଅଧିକ ଲୋକଙ୍କ ସମାଗମ…

ବଦଳିଲେ କୋରାପୁଟ୍ ଜିଲ୍ଲାପାଳ

କୋରାପୁଟ: ବଦଳିଛନ୍ତି କୋରାପୁଟର ଜିଲ୍ଲାପାଳ । କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ତାଙ୍କୁ ମିଳିଛି ନୂଆ ନିଯୁକ୍ତି । ସେହିପରି ମଧୁସୂଦନ ମିଶ୍ରଙ୍କ ସ୍ଥାନରେ କୋରାପୁଟର ନୂଆ ଜିଲ୍ଲାପାଳ ହୋଇଛନ୍ତି…

ରାମ ମନ୍ଦିର ପାଇଁ ପ୍ରଣୀଥା ଦେଲେ ଲକ୍ଷେ

ଅଯୋଧ୍ୟା: ଅଭିନେତ୍ରୀ ପ୍ରଣୀଥା ସୁଭାସ ଶ୍ରୀ ରାମ ମନ୍ଦିର ଭବ୍ୟ ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ସମର୍ପଣ କରିଛନ୍ତି । ଏହା ବିଷୟରେ ପ୍ରଣୀଥା ସୁଭାସ ନିଜର ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ଏହା ସହିତ କ୍ୟାପ୍ସନ୍ ରେ ଲେଖିଛନ୍ତି,’ଅଯୋଧ୍ୟା ରାମ ମନ୍ଦିର ପାଣ୍ଠି ସମର୍ପଣ…

ଓହରିଲେ ଭୂପିନ୍ଦର ସିଂ ମାନ୍

ନୂଆଦିଲ୍ଲୀ: ନୂଆ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ଦ୍ଵାରା ଗଠିତ ଚାରି ସଦସ୍ୟ ବିଶିଷ୍ଟ କମିଟିରୁ ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ସଭାପତି ତଥା ଅଖିଳ ଭାରତୀୟ କିଷାନ ସମନ୍ଵୟ କମିଟିର ସଭାପତି ଭୂପିନ୍ଦର ସିଂହ ମାନ ନିଜକୁ ବାଦ ଦେଇଛନ୍ତି । କୃଷକ ଆନ୍ଦୋଳନର ସମାଧାନ ପାଇଁ…

ରାଜ୍ୟରେ ଆଉ ୨୦୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୬ କରୋନା ସଂକ୍ରମିତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୧୬୦୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା…

ପରୀ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଅରୁଣ ସାହୁ

ପରୀ ମୃତ୍ୟୁ ମାମଲାକୁ ନେଇ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଆଜି ଗଣମାଧ୍ୟମ ସମ୍ମୁଖରେ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି,ପରୀ ଗୋଟିଏ ଛୋଟ ଝିଅ, ତେଣୁ ଏହି ଘଟଣାକୁ ନେଇ ରାଜନୀତି ନକରାଯାଉ । ଭଗବାନ କରନ୍ତୁ ପରୀକୁ ନ୍ୟାୟ ମିଳୁ ଓ ହତ୍ୟାକାରୀକୁ ଉଚିତ ଦଣ୍ଡ ମିଳୁ । ତେବେ…

ଭକ୍ତଙ୍କ ଜଗା ଦର୍ଶନ ପୂର୍ବରୁ ଫାଇଭି ଟି ସଚିବଙ୍କ ସ୍ଥିତି ଅନୁଧ୍ୟାନ

ଆସନ୍ତା ୨୩ ତାରିଖରୁ ଭକ୍ତଙ୍କୁ ମିଳିବ ଜଗା ଦର୍ଶନ |ତେବେ ପୁରୀ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ ।୨୩ ତାରିଖରୁ ପୁରୀ ଜଗନ୍ନାଥ ମନ୍ଦିର ଖୋଲୁଥିବା ବେଳେ ଭକ୍ତଙ୍କ ଦର୍ଶନ ପାଇଁ କେଉଁ ସବୁ ବ୍ୟବସ୍ଥା କରାଯାଇଛି…