Odia News Portal
Browsing Tag

odia media

କେବେ କମିବ ଓଡ଼ିଆ ଗଣମାଧ୍ୟମଙ୍କ କଳି?

ଭୁବନେଶ୍ୱର: ଖବର କମ୍‌, କଳି ଅଧିକ । ଲୋକଙ୍କ ଖବର ଚୁଲିକୁ ଗଲାଣି । ଟିଆରପି ଟକ୍କରରେ ଗଣମାଧ୍ୟମ ପାଲଟୁଛି ଗଣମାଧ୍ୟମର ଶତ୍ରୃ । ତେବେ ଏହି ଘଟଣା ଓଡ଼ିଶାରେ କିଛି ନୂଆ କଥା ନୁହେଁ । ବାରମ୍ବାର ଏଭଳି ଘଟଣା ଲୋକ ଲୋଚନକୁ ଆସୁଛି । ଟୋକିଓ ଅଲିମ୍ପିକ୍ସରେ ଧାବିକା ଦୂତି ଚାନ୍ଦ ହାରିବା ପରେ