ମୟୁରଭଂଜର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଂଜ ଜିଲ୍ଲା ଗସ୍ତରେ ଯାଇଁ ମୟୁରଭଂଜ ଜିଲ୍ଲାର ସାମଗି୍ରକ ଉନ୍ନତି ପାଇଁ ବିକାଶର ପସରା ଖୋଲିଦେଇଛନ୍ତି । ବାରିପଦା ଛଉ ପଡିଆ ଠାରେ ଅନୁÂିତ ଏକ ବିରାଟ ସମାବେଶରେ ଉଦବୋଧନ ଦେବା ସହିତ ୧୧୫୦କୋଟି ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ…