ଏଣିକି ସରକାରୀ କର୍ମଚାରୀଙ୍କୁ ମିଳିବ ମାସକୁ ଦୁଇଟି ଶନିବାର ଛୁଟି
ଭୁବନେଶ୍ବର() ଏଣିକି ଗୋଟିଏ ମାସରେ ୨ଟି ଶନିବାର ଛୁଟି ରହିବ ସରକାରୀ ଅଫିସ । ମାସର ଚତୁର୍ଥ ଶନିବାର ସରକାରୀ ଛୁଟି ନେଇ ଗତ ଜୁନ ୨୨ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଉକ୍ତ ବିଜ୍ଞପ୍ତିରେ ଅଫିସ ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୫.୩୦ରେ ଶେଷ ହେବ । ଆଉ ୟାରି ମଧ୍ୟରେ…