ବିଜେପି ନେତାଙ୍କ ସ୍ୱାର୍ଥ ପାଇଁ ଓଡ଼ିଶା ତାର ହକରୁ ବଞ୍ଚିତ ହେଉଛି : ନବୀନ
ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ତୃତୀୟ ପର୍ୟ୍ୟାୟ ପାଇଁ ପ୍ରଚାର କରୁଛନ୍ତି ନବୀନ । ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରଚାର କରୁଛନ୍ତି । ଢେଙ୍କାନାଳର ପରଜଙ୍ଗ ଓ ଅନୁଗୁଳର ବନ୍ତଳା ନିର୍ବାଚନ ସଭାରେ ଜୋରଦାର ବର୍ଷିଛନ୍ତି ନବୀନ।
ବିଜେପି…