କାଲି ହେବ ୫ ଲୋକସଭା ଓ ୩୫ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ସରିଲା ପ୍ରଚାର, ଆସନ୍ତାକାଲି ଦ୍ୱିତୀୟ ପର୍ୟ୍ୟାୟ ମତଦାନ । ୫ଟି ଲୋକସଭା ଆସନ ଓ ୩୫ବିଧାନସଭା ଆସନ ପାଇଁ ହେବ ଭୋଟିଂ । ୫ ସଂସଦୀୟ କ୍ଷେତ୍ର ପାଇଁ ମଇଦାନରେ ଅଛନ୍ତି ୩୫ ସାଂସଦ ପ୍ରାର୍ଥୀ। ସେହିପରି ୩୫ ଟି ବିଧାନସଭା ଆସନ ପାଇଁ ଓ ୨୪୪ ବିଧାୟକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏଥର…