ହିଂସା ଓ ଗୁଣ୍ଡାଗର୍ଦ୍ଦି ବିଜେପିର ଏଜେଣ୍ଡା : ନବୀନ
କଟକ () ନିର୍ବାଚନ ବେଳେ ବିଜେପିର ବଡ ବଡ ନେତାମାନଙ୍କର ଓଡିଶା କଥା ମନେ ପଡେ । ବନ୍ୟା ହେଲା ଆସିଲେନି । ଫାଇଲିନ ହେଲା ଆସିଲେନି । ହୁଡ ହୁଡ ହେଲା ଆସିଲେନି । ତିତିଲି ହେଲା ଆସିଲେନି । ମରୁଡି ହେଲା ଆସିଲେନି । କିନ୍ତୁ ଏବେ ଆସୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।
୧୯୯୯…