ରାଜ୍ୟରେ ସୃଷ୍ଟି ହେଲା ୨ହଜାର ଡାକ୍ତର ପଦବୀ
ଭୁବନେଶ୍ୱର() ରାଜ୍ୟ ସରକାର ୨ହଜାର ଏଲଟିଆରଏମଓ ଡାକ୍ତରୀ ପଦବୀ ସୃଷ୍ଟି କରିଛନ୍ତି। ଏହି ଡାକ୍ତରମାନେ ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର(ଏଲଟିଆରଏମଓ) ଭାବେ କାର୍ୟ୍ୟ କରିବେ। ରାଜ୍ୟ ସରକାର ଆଜି ଏ ସମ୍ପର୍କରେ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି।
ଗୃପ-ଏ…
