ବଢିଲା ସର୍ବକ୍ଷମା ଅବଧି
ଭୁବନେଶ୍ୱର() ୧୫ ଦିନ ବଢ଼ିଲା ସର୍ବକ୍ଷମା ଅବଧି । ଲୋକଙ୍କ ଭିଡ଼ ଓ ଆଗ୍ରହକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତ୍ତି ନିଆଯାଇଛି । ଶେଷ ମୁହୂର୍ତ୍ତରେ ଆବେଦନକାରୀଙ୍କ ସଂଖ୍ୟା ବଢ଼ୁଛି । ଜନସାଧାରଣଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ହୋଇଥିଲେ ହେଁ, ୧୫ ଦିନ ପରେ ଆଉ ବିଆଇନ୍ ନିର୍ମାଣକାରୀଙ୍କୁ…
