ଆରମ୍ଭରୁ ଅଚଳ ହେଲା ବିଧାନସଭା
ଭୁବନେଶ୍ବର() ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ଗୃହରେ କଂଗ୍ରେସ ହଙ୍ଗାମା କରିଛି । ବିଧାନସଭାରେ ରାଜ୍ୟପାଳ ଗଣେଶୀ ଲାଲ୍ ଅଭିଭାଷଣ ପରେ ଗୃହରେ ହଙ୍ଗାମା କରିଛନ୍ତି କଂଗ୍ରେସ ବିଧାୟକ । ବିରୋଧୀ ଦଳ ନେତା ଘୋଷଣା ନକରି କିପରି ବିଧାୟକ ଦଳର ନେତାଙ୍କୁ ବିରୋଧୀ ଦଳ ନେତା ବୋଲି…