ବିପର୍ଯ୍ୟୟ ସମୟରେ ଦେଖା ମିଳିଲାନି, ଏବେ ଭୋଟ ପାଇଁ ଘନଘନ ଆସୁଛନ୍ତି ମୋଦି : ନବୀନ
ଜଗତସିଂହପୁର () ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁରରେ ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଓଡିଶା ଓ ଓଡିଶାବାସୀଙ୍କ ବିକାଶ ବିଜେପି ପାଇଁ ମୁଲ୍ୟବାନ ନୁହେଁ । ଓଡିଶାବାସୀଙ୍କ ଭୋଟ ବିଜେପି ପାଇଁ ମୁଲ୍ୟବାନ ବୋଲି କହି ନବୀନ ବିଜେପିକୁ ସମାଲୋଚନା…