କରୋନା ମୃତକଙ୍କ ଅନ୍ତିମକ୍ରିୟାରେ ସାମିଲ ହେଲେ ଓଡିଶା- ମୋ ପରିବାରର ମହିଲା ସ୍ବେଚ୍ଛାସେବୀ
ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସ୍ଥ୍ୟ୍ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କରୋନା ଜନିତ ମୃତ୍ୟୁ ହେବା ଦ୍ବାରା ନିଜ ଲୋକ ମଧ୍ୟ ମୃତକଙ୍କ ପାଖ ମାଡୁନାହାନ୍ତି । ଏହି ଭିତରେ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ଲାଗି ଆଗେଇ ଆସିଛନ୍ତି ଓଡିଶା-ମୋ…