ପୁଣି ୧ ନମ୍ବର ସ୍ଥାନରେ ଓଡ଼ିଶା
ଭୁବନେଶ୍ୱର() ‘ଅମୃତ’ ଯୋଜନା କାର୍ୟ୍ୟକାରିତାରେ ଓଡ଼ିଶା ପୁଣି ଥରେ ୧ ନମ୍ବର ସ୍ଥାନରେ ରହିଛି । ଯୋଜନା କ୍ରିୟାନ୍ୱୟନରେ ଓଡ଼ିଶା ଅନ୍ୟ ରାଜ୍ୟକୁ ପଛରେ ପକାଇଛି ।ଓଡ଼ିଶାର ସଫଳତା ଉପରେ ଖୋଦ କେନ୍ଦ୍ର ମୋହର ମାରିଛି । ୨୦୧୯ରୁ ଏହି ଯୋଜନାରେ ଓଡ଼ିଶା କ୍ରମାଗତ ଭାବେ ପ୍ରଥମ ସ୍ଥାନରେ…