ବଦଳିବ ସଚିବାଳୟର ନାଁ, ଜାଣନ୍ତୁ କ’ଣ ହେବ ନୂଆ ନାମ
ଭୁବନେଶ୍ବର() ବଦଳିବ ସଚିବାଳୟର ନାଁ । ଏନେଇ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟର ନାଁ ବଦଳି ଲୋକସେବା ଭବନ ରଖାଯିବ । ଗୃହରେ ବିରୋଧୀ ବାରମ୍ବାର ସଚିବାଳୟର ନାମ ପରିବର୍ତ୍ତନ କରିବାକୁ ଦାବି ଉପସ୍ଥାପନ କରି ଆସୁଥିଲେ । କାହିଁକି ସଚିବଙ୍କ ଅନୁସାରେ…