କେନ୍ଦ୍ରକୁ ୫୨୨୭କୋଟି ଙ୍କାର ସହାୟତା ମାଗିଲେ ରାଜ୍ୟ ସରକାର
ଭୁବନେଶ୍ୱର() ଗତ ମେ’ ୩ ତାରିଖରେ ଓଡ଼ିଶା ଉପକୂଳରେ ତାଣ୍ଡବ ରଚାଇଥିବା ପ୍ରଳୟଙ୍କାରୀ ବାତ୍ୟା ଫନୀ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଭରଣା, ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟପାଇଁ କେନ୍ଦ୍ରକୁ ୫ହଜାର ୨୨୭କୋଟି ୬୮ଲକ୍ଷ ଟଙ୍କାର କେନ୍ଦ୍ରୀୟ ସହାୟତା ମାଗିଛନ୍ତି ରାଜ୍ୟ ସରକାର । ଜାତୀୟ…