ବାହାରିଲା ଓଜେଇଇ ପରୀକ୍ଷା ଫଳ
ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ ।ରାଜ୍ୟରେ ବିଭିନ୍ନ କଲେଜରେ ଖାଲିପଡ଼ିଥିବା ଇଞ୍ଜିନିୟରିଂ ସିଟ ପାଇଁ ଜୁଲାଇ ୨୧ରେ ସ୍ୱତନ୍ତ୍ର ଓଜେଇ ପରୀକ୍ଷା ହୋଇଥିଲା । ଆଜି ଏହି ସ୍ୱତନ୍ତ୍ର ଓଜେଇଇର ପରୀକ୍ଷା ଫଳ ଆସିଛି । ୧୪୬୨୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ…