Odia News Portal
Browsing Tag

Ojee

କରୋନା ଲାଗି ସ୍ଥଗିତ ରହିଲା ଓଜେଇଇ ପରୀକ୍ଷା

ଭୁବନେଶ୍ୱର: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)କୁ ସ୍ଥଗିତ କରି ଦିଆଯାଇଛି । ଏହି ପରୀକ୍ଷା ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର ଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ଥଗିତ ରଖାଯାଇଥିବା ପରୀକ୍ଷାକୁ ପରବର୍ତ୍ତୀ ସମୟରେ…

OJEE ରେଜଲ୍ଟ ପ୍ରକାଶ

ଭୁବନେଶ୍ୱର() ଚଳିତବର୍ଷର OJEE ରେଜଲ୍ଟ ଆଜି ପ୍ରକାଶ ପାଇଛି । ବୈଷୟିକ ଶିକ୍ଷା ଓ ଦକ୍ଷତା ମନ୍ତ୍ରୀଙ୍କ ଦ୍ୱାରା ଫଳ ପ୍ରକାଶ ପାଇଛି । ପରୀକ୍ଷା ଦେଇଥିବା ୪୯,୨୬୭ ପିଲାଙ୍କୁ ରାଙ୍କ ମିଳିଛି । ଶୋଭିତ ପଟେଲ ବି.ଟେକ୍ ଓ ଶ୍ୟାମସୁନ୍ଦର ପଟେଲ ଏମ୍.ଟେକ୍ ଟପର ହୋଇଛନ୍ତି । ଏମବିଏରେ ଶୁଭକାନ୍ତ…

୩ଟି ସିଫ୍ଟରେ ହେବ OJEE

ଭୁବନେଶ୍ୱର()  ଆଜି ପ୍ରକାଶ ପାଇଛି ଓଜେଇଇ ପରୀକ୍ଷା ସୂଚୀ । ଆକ୍ଟୋବର ୫ ତାରିଖରୁ ଛାତ୍ରଛାତ୍ରୀଙ୍କୁ ମିଳିଯିବ ଆଡମିଟକାର୍ଡ । ojee.nic.in ରେ ଛାତ୍ରଛାତ୍ରୀମାନେ ଆଡମିଟକାର୍ଡ ଡାଉନଲୋଡ କରିପାରିବେ । ପରୀକ୍ଷାର୍ଥୀମାନେ ଆଇଡି ପାଶୱାର୍ଡ ଦେଇ ନିଜ ନିଜର ଆଡମିଟକାର୍ଡ ଡାଉନଲୋଡ କରିପାରିବେ…

୧୨ରୁ ଓଜେଇଇ ପରୀକ୍ଷା

ଭୁୁବନେଶ୍ୱର()  ଅକ୍ଟୋବର ୧୨ରୁ ୧୯ ଯାଏ ରାଜ୍ୟରେ ହେବ ଓଜେଇଇ ପରୀକ୍ଷା । ରାଜ୍ୟ ଓ ରାଜ୍ୟ ବାହାରର ୫୩ କେନ୍ଦ୍ରରେ ଏହି ପରୀକ୍ଷା । ରାଜ୍ୟ ବାହାରେ ରାଞ୍ଚି, ପାଟନା ଓ କୋଲକାତାରେ ବି ପରୀକ୍ଷା ପାଇଁ କେନ୍ଦ୍ର ହୋଇଛି । ଏଥର ସିବିଟି ବା କମ୍ପୁଟର ଭିତ୍ତିକ କରୀକ୍ଷା ହେବା ନେଇ ସୂଚନା ମିଳିଛି…

ଘୁଞ୍ଚିଲା ଓଜେଇଇ ପରୀକ୍ଷା

ଭୁବନେଶ୍ୱର()  ଓଜେଇଇ ପରୀକ୍ଷାକୁ ଘୁଂଚାଇ ଦିଆଯାଇଛି  । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏହି ନିଷ୍ପତି ନେଇଛନ୍ତି  । ଆସନ୍ତାମାସରେ ଏହି ପରୀକ୍ଷା ହେବବୋଲି କୁହାଯାଉଛି  । ସେପ୍ଟେମ୍ବର ୯ରୁ ୧୫ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା କରିବା…