ଓଲାକୁ ୧୦୦ ପାସ୍
ଭୁବନେଶ୍ୱର() ଓଲାକୁ ମିଳିଲା ପୁଲିସ ପାସ୍ ଟ୍ୱିନସିଟିରେ ଏଣିକି ଓଲା କାର ଚଳାଚଳ କରିବ । ପ୍ରଥମ ପ୍ରଯ୍ୟାୟରେ ୧୦୦ଟି ଓଲା କାରକୁ କମିଶନରେଟ ପୁଲିସ ପକ୍ଷରୁ ପାସ ପ୍ରଦାନ କରାଯାଇଛି । ତେବେ ଏହି ଓଲା କାର କେବଳ ମେଡିକାଲ ସେବାରେ ଚଳାଚଳ କରିପାରିବ । ଲୋକଙ୍କୁ ଘରୁ ନେଇ ହସପିଟାଲ ପର୍ଯ୍ୟନ୍ତ…