କୋର୍ଟକୁ ଯିବେ ଅଭିନେତ୍ରୀ ଏଲସା
ଓଲିଉଡରେ ଅଭିନେତ୍ରୀଙ୍କୁ ନିର୍ଦ୍ଦେଶକଙ୍କ ନିର୍ୟାତନା ମାମଲା ଜଟିଳ ହେବାରେ ଲାଗିଛି । ଏ ନେଇ ଆଇନର ଆଶ୍ରୟ ନେବେ ତୁ ମୋ ସୁନାଚଢେଇର ଅଭିନେତ୍ରୀ ଏଲସା ଘୋଷ । କୋର୍ଟ ଯିବାକୁ ସେ ଓକିଲଙ୍କ ସହ ପରାମର୍ଶ ଚଳାଇଛନ୍ତି । ସେ ଦୋହରାଇଛନ୍ତିଷ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ତାଙ୍କୁ ମାନସିକ…