Odia News Portal
Browsing Tag

om baba

ଖଣ୍ଡଗିରି ଥାନାରେ ଓମବାବାଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର() ଓମ ବାବାଙ୍କ ପାଇଁ ଅଡୁଆ ବଢୁଛି । ବୁଧବାର କୋରାପୁଟ ଯୁବ କଂଗ୍ରେସ ପକ୍ଷରୁ ଓମ୍ ବାବାଙ୍କ ନାମରେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବାବାକୁ ତୁରନ୍ତ ଗିରଫ କରାଯାଉ ବୋଲି ଯୁବକଂଗ୍ରେସ ଦାବି କରିଛି। ନଚେତ ତାଙ୍କୁ ଅଣ୍ଡାମାଡ଼ କରାଯିବ ବୋଲି କୋରାପୁଟ ଯୁବକଂଗ୍ରେସ…

ବାବାଙ୍କୁ ଘାରିଛି ଓଡିଶା ଚିନ୍ତା

ଭୁବନେଶ୍ୱର() ବାବାଙ୍କୁ ଘାରିଛି ଓଡିଶା ଚିନ୍ତା । ବାବା ବନାଇବେ ଦ୍ବିତୀୟ କୋଣାର୍କ । ଦାରା ସିଂଙ୍କୁ ମୁକ୍ତି କରିବେ । ଏମିତି କଥା କହିଛନ୍ତି ଓମ୍ ବାବା । ଏହି ବାବା ଜଣଙ୍କ ହେଉଛନ୍ତି ବିଗ୍ ବସର ଚର୍ଚ୍ଚିତ ଚେହେରା ଓମ୍ ବାବା । ବାବା ଏବେ ଓଡ଼ିଶାରେ ମାତିଛନ୍ତି । ବାବାଙ୍କୁ…