ଦୁଗ୍ଧ ଚାଷୀଙ୍କ ପାଇଁ ଖୁସିର ଖବର, ବଢିଲା କ୍ଷୀର ଦର
ଭୁବନେଶ୍ବର () ଦୁଗ୍ଧ ଚାଷୀମାନଙ୍କ ଦ୍ବାରା ଗୋ ପାଳନ ଏବଂ ଦୁଗ୍ଧ ଉତ୍ପାଦନରେ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଦୁଗ୍ଧର ମୂଲ୍ୟ ବୃଦ୍ଧି କରିବା ପାଇଁ ଚାଷୀମାନେ ଦୀର୍ଘଦିନରୁ ଦାବି କରିଆସୁଥିଲେ । ଗୋପାଳନ ପାଇଁ ଆବଶ୍ୟକ ଗୋ ଖାଦ୍ୟ, ଔଷଧ, ବିଜୁଳି ତଥା ଅନ୍ୟାନ ଖର୍ଚ୍ଚ ବୃଦ୍ଧି ଯୋଗୁଁ ୩ ଲକ୍ଷ ଦୁଗ୍ଧ…