ଏଣିକି ଗୋଟିଏ ଦିନରେ ଦରମା ପାଇବେ କର୍ମଚାରୀ
ନୂଆଦିଲ୍ଲୀ() କେନ୍ଦ୍ର ସରକାର ଏକ ରାଷ୍ଟ୍ର, ଏକ ଦିନରେ ବେତନ ବ୍ୟବସ୍ଥା ଲାଗୁ କରିବା ନେଇ ବିଚାର ବିମର୍ଷ କରୁଛନ୍ତି । ଗତକାଲି ଏନେଇ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସୂଚନା ଦେଇଛନ୍ତି ।
ଗଙ୍ଗୱାର କହିଛନ୍ତି ଯେ, ଦରମା ପ୍ରଦାନ କ୍ଷେତ୍ରରେ ଏଣିକି ସାରା ଦେଶରେ ଗୋଟିଏ ସମାନ…
