ଏଣିକି ରାଜ୍ୟରେ ଯେକୌଣସି ସ୍ଥାନରେ ରାସନ କାର୍ଡ଼ ବ୍ୟବହାର କରିପାରିବେ ହିତାଧୀକାରୀ
ଭୁବନେଶ୍ବର () ରାସନକାର୍ଡ଼ଧାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ ବ୍ୟବସ୍ଥାକୁ ରାଜ୍ୟ ସରକାର ମଧ୍ୟ ଲାଗୁ କରିବେ । ଫଳରେ ଦେଶର ସବୁ ଅଞ୍ଚଳରେ ରାସନ କାର୍ଡ଼ ବ୍ୟବହାର କରିପାରିବେ ହିତାଧୀକାରୀ । ଖୁବଶୀଘ୍ର ସାରା ଦେଶରେ ଲାଗୁ ହେବାକୁ ଯାଉଛି ଗୋଟିଏ…
