ନୂଆ ବର୍ଷରେ କମିବ ପିଆଜ ଦର: ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର() ନୂଆ ବର୍ଷରେ କମିବ ପିଆଜ ଦର । ଏହି ମାସ ଶେଷ କିମ୍ବା ଆସନ୍ତା ମାସ ପ୍ରଥମରୁ ପିଆଜ ଦର କମିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ମନ୍ତ୍ରୀ କହିଛନ୍ତି ପ୍ରବଳ ବର୍ଷା ସାରା ଦେଶର ଚାଷୀଙ୍କ ଅଂଟା ଭାଙ୍ଗିଦେଇଛି ।୧୨ ଲକ୍ଷ ମେଟ୍ରିକ ଟନ ପିଆଜ…
